STORYMIRROR

mamata barik

Others

3  

mamata barik

Others

ନାଗରିକ

ନାଗରିକ

1 min
244


ମୁଁ ନାଗରିକ ରଖିବି ଦେଶର ଟେକ

ଭରିବି ସଭିଙ୍କ ମୁଖରେ ହସର ଝର।।

ଦେଶର ନାମକୁ ସାକାର କରିବି

ସବୁ ନିୟମକୁ ପାଳନ କରିବି।।

ସଭିଏଁ ମୋର ଭାଇ ଭଉଣୀ

ଭାରତ ମାତାର ସନ୍ତାନ ଆମେ।।

ଭାରତ ମାତା ପାଇଁ ଆଦର୍ଶ କର୍ମ କରିଣ

ଜୀଇଁ ଥିବା ଯାଏଁ ଗାଇବି ତୋ ନାମ।।

ଦେଶ ପ୍ରେମୀ ମାନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ

ଦେଶର ସବୁ ଘାତ ପ୍ରତିଘାତ ପାର କରିବୁ।।

ଦେଶରୁ ହଟେଇବୁ ସବୁ ଦୁଃକର୍ମ

ସ୍ଥାପିତ କରିବୁ ଆମେ ନୂତନ କର୍ମ।।

ଦେଶ ର ଗାନ ଦେଶର ଧ୍ୱଜକୁ

ଆମେ ରକ୍ଷା କରିବୁ ଜୀବନ ଉଡିଲା ପର୍ଯ୍ୟନ୍ତେ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍