STORYMIRROR

mamata barik

Others

3  

mamata barik

Others

ନାରୀ

ନାରୀ

1 min
167


ନୁହେଁ ସେ ଅବଳା ନୁହେଁ ସେ ଦୁର୍ବଳା

ତାହାରି ପାଇଁ ଚାଲିଛି ସଂସାର

ସିଏ ପରା ନାରୀରେ ଗଣା।।

ଅଛି ତାର ଶକ୍ତି ଅଛି ଆତ୍ମବିଶ୍ୱାସ

ପାରିକରିବ ସେ ସବୁ ପ୍ରତିଘାତ

ତାହା ପାଇଁ ପରା ସଂସାର ତିଷ୍ଠ।।

ଜନମ ଦେଇଛି ପାଳନ କରୁଛି

ତାହା ପାଇଁ ସମାଜ ତିଷ୍ଠି ରହିଛି

ତାକୁ ଆଜି ସମାଜ ପ୍ରତାରିତ କରୁଛି।

ଅଛି ତାର ଜ୍ଞାନ ଅଛି ବୁଦ୍ଧି ବଳ

ତା ପାଇଁ ସମାଜ ହେଉଛି ଶିକ୍ଷିତ

ଏହା ପରେବି ସମାଜ କହୁଛି ତାକୁ ମୁର୍ଖ।।

ଆମେ ନାରୀ ଆମେ ଶକ୍ତି

ଆମେ ଗଢିବୁ ନୂତନ ସମାଜଟି

କାହାକୁ ଡରି ଆମେ ଜୀବୁନି ହଟି।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍