STORYMIRROR

Reeta aparajeeta Mohanty

Children

3  

Reeta aparajeeta Mohanty

Children

ଶିଶୁ ହସିଲେ ଦୁନିଆ ହସେ -ରୀତା

ଶିଶୁ ହସିଲେ ଦୁନିଆ ହସେ -ରୀତା

1 min
255

ଶିଶୁ ହସିଲେ ଦୁନିଆ ହସେ 

ଶିଶୁ ଗୋଟିଏ ବଗିଚା ର ଫୁଲ ପରି 

ସ୍ନେହ ର ମଧୁର ସ୍ୱପ୍ନ ପରି।

ଆଜିର ଶିଶୁ କାଲିର ଭବିଷ୍ୟତ 

ଶିଶୁକୁ ସ୍ନେହ ଦେବା

ପଢେଇବା ବଢ଼େଇବା 

ଆଜି ଯେ ଶିଶୁ କାଲି ହେବ ଯୁବକ

ତା ହାତରେ ରହିବ ଦେଶର ମଙ୍ଗ

ଶିଶୁ ଟି ଅଭାବ ଅସୁବିଧା ରେ

ଯେପରି ବାଳ ମଜଦୂର ନ ହୁଏ

ଏ ସବୁ ଦେଖିବା ଆମ କର୍ତ୍ତବ୍ୟ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children