STORYMIRROR

Reeta aparajeeta Mohanty

Inspirational

3  

Reeta aparajeeta Mohanty

Inspirational

ରାମ ରସାୟନ

ରାମ ରସାୟନ

1 min
27


ଏହି ଜାନୁଆରୀ -୨୨ରେ ଅଯୋଧ୍ୟାରେ

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଅଛି ହେ ସାଧୁଜନେ।

ଏ ରାମ ନାଁ ରେ ଯେଉଁ ରସ 

ଯେ ଆକଣ୍ଠ ପାନ କରେ 

ସେ ଜାଣିଛି ।

ସେ ରସର ମଜା 

ସେ ହନୁମାନ ଙ୍କ ପରି 

ସବୁ କିଛି ଛାଡି

ରାମ ରସାୟନ ମୋହରେ।

ସେ ନିଜ ଭକ୍ତକୁ ନିଜ ଠୁ ଆଗ ମଣନ୍ତି

ଶବରୀର ଅହିଂସl କୋଳି କୁ ହସି ହସି 

ଖାଆନ୍ତି ଭକ୍ତ ମାନ ପାଇଁ ସବୁ କିଛି 

କରନ୍ତି ପ୍ରଭୁ ରାମ।

ରାଜୀବ ଲୋଚନ ଯେବେ ଦେବୀ

ପୂଜୁ ଥିଲେ କମଳ କମ ପଡିବାରୁ

ନିଜ ନୟନ ଉପାଡି ଦେଉଥିଲେ।

ମା ତାଙ୍କୁ କଲେ ବାରଣ

ଏମିତି ପ୍ରଭୁ ଥାଉ ଥାଉ 

ଜଗତ ବିପଦ କୁ ମୁଁ କିଆଁ ଡରିବି।

ରାମ ରାମ ନାଁ ଗାଇ

ମୋ ଦିନ ବିଟିଯାଉ ।

ରାମ ରସାୟନ ଭରୁ 

ସବୁ ଲୋକଙ୍କ ଭିତରେ ଉର୍ଜl.

ଆସନ୍ତୁ ସଭିଏଁ ରାମ ମନସ୍କ ହେବ।

ଜୟ ଶ୍ରୀରାମ ଏ ଅପରlଜିତା

ଅନନ୍ତ କୋଟି ପ୍ରଣାମ ଘେନାକର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational