STORYMIRROR

Reeta aparajeeta Mohanty

Tragedy

3  

Reeta aparajeeta Mohanty

Tragedy

ଶେଷ ବୟସ

ଶେଷ ବୟସ

1 min
209

ସବୁ କ୍ଲାନ୍ତ ତ ଜୀବନର

ସେହି ଶେଷ ବୟସରେ

ଆଉ କିଛି ଚିନ୍ତା ଚେତନା

ଆଉ ଅବଶୋଷ ବି ନାହିଁ।

ଛାଡି ଆସିଛି କେଉଁ ଆଗରୁ

ସେ ଫୁଲେଇ ପ୍ରେମିକାର ହସ।

ବୋଉର ହାତ ରନ୍ଧା

ସହରୀ ଜୀବନ 

ଫ୍ଲାଟ ଘରର ଜୀବନ।

ଏଠି ନାହିଁ ମୁକ୍ତ ଅଗଣା 

ସବୁଠି ଅଣନିଶ୍ବାସ ଭାବ।

ଶେଷ ବୟସରେ ମନ ଖୋଜେ

ନିରୋଳା ପ୍ରକୃତିର କୋଳ।

ଖୋଲା ଆକାଶ ତଳେ

ପ୍ରଭୁଙ୍କ ଭଜନ କୀର୍ତ୍ତନ।

ତୁମ ଆଶିର୍ବାଦରୁ ପ୍ରଭୁ

ଏ ଶେଷ ସମୟ ବି ଶାନ୍ତି ହୁଅନ୍ତା କି

ଶେଷ ତୁମ ସ୍ୱର୍ଗ ଦୁଆରରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy