STORYMIRROR

Reeta aparajeeta Mohanty

Inspirational

3  

Reeta aparajeeta Mohanty

Inspirational

ଶିଶୁ ଏକ ଫୁଲ କଢି

ଶିଶୁ ଏକ ଫୁଲ କଢି

1 min
185


ଶିଶୁ ହସିଲେ ଦୁନିଆ ହସେ

ତା କୁନି କୁନି ପାଦ

ପକେଇଲେ ଘର ହସ ଖୁସିରେ ଭରିଯାଏ

ଆଜିର ଶିଶୁ କାଲିର ନାଗରିକ

ତେଣୁ ତା ଓଠର ହସ କେବେ

ଲିଭିବାକୁ ଦେବନି ।

ତା କାନ୍ଧର ବହିବସ୍ତlନିର ବୋଝକୁ

ହାଲକା କରିବା 

ତାକୁ ଜୀବନର ଭିନ୍ନ ମୁଲ୍ୟବୋଧର ଶିକ୍ଷା ଦେବା

ଶିଶୁର ପ୍ରତିଭା ବିକଶିତ ହେବ

ଦେଶ ବିଦେଶରେ ମହମହ ବାସିବ

ଶିଶୁ ଏକ ଫୁଲ କଢି କାଲି ସେ 

ଫୁଟିବ ବାପା ମାଙ୍କ ନାଁ ରଖିବ

ଖେଳ ପାଠ କିମ୍ବା ନୃତ୍ୟ ସଙ୍ଗୀତରେ

ନାଁ କରିବ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational