STORYMIRROR

Reeta aparajeeta Mohanty

Inspirational

3  

Reeta aparajeeta Mohanty

Inspirational

ଗୀତରେ ଗପ

ଗୀତରେ ଗପ

2 mins
205


ହୁଁ ହୁଁ ବାଇ ଝୁଲିକା 

ମୁଁ ଗୀତରେ ଗପ କୁହେ

କଥା ହେଲେ ବି ଗପ 

ଟି କିଣି ତୁମ ମନ ।

ହେଲେ ଶୁଣୁ ଶୁଣୁ ହଁ ମାରୁଥିବ ଧନ।

ଦିନେ ଗୋଟିଏ ଛୋଟ ଶିଶୁ 

ମେଳl ଦେଖିବାକୁ ଗଲା ରେ ପିଲେ

ହଁ ତାପରେ କଣ ହେଲା ଦିଦି 

କହୁଛି ରେ ପିଲେ ଶୁଣ ଦେଇ ମନ।

ବାପା ମା ହାତ ଧରି ବଡ଼ ଖୁସି ବୁଲୁଥିଲା ।

ମିଶିକି ଖାଇଲl ଠୁଙ୍କା ପୁରୀ

କୋବି କଷା ।

ହଁ ହଁ ତା କୁହ ହେ ଦିଦି 

ମନରେ ଆଗ୍ରହ ପ୍ରବଳ ହେଲାଣି ଲୋ 

ଦିଦି ।

ତୁମ ପରି ସେ ପିଲାଟିଏ ନାନା ଜାତିର ବଡ଼ ବଡ଼ ଗ୍ୟାସ ବେଲୁନ ଦେଖି ତା ମନରେ ଆଗ୍ରହ ହେଲା ଅନେକ ।

ତେଣୁ ସେ ବାପା ମା ହାତ ଛାଡି

ସେହି ବେଲୁନ ଦେଖିବାରେ ଗଲା ମଜି ।

ବେଲୁନ ଵାଲା ଯେବେ ମାଗିଲା

ପଇସା ଖୋଜିଲl ସେ ବାପାମାଙ୍କୁ ତାର ।

କାହାକୁ ନ ପାଇ ପିଲାଟି ବଡ଼ ବିକଳ ହେଲା ।

ହଁ ହଁ ଆମେ ଶୁଣୁଛୁ ରହିଗଲ କାହିଁ ଦିଦି .।

ସେପଟେ ତା ବାପା ମା ଖୋଜୁଥିଲେ

ନୟନ ଶଙ୍ଖାଳି କୁ ।

ମା ତାର ବାବୁ କୁଆଡେ ଗଲୁ କlନ୍ଦି କାନ୍ଦି ଭୂମି ରେ ଗଡୁଥିଲା ।

ବସନ କେଶବାସ ଅସ୍ତବ୍ୟସ୍ତ ।

ହଁ ହଁ ତାପରେ କଣ ହେଲା ଦିଦି

ମା ଟି ଜଗନ୍ନାଥ ଡ଼lକିଲା କଳିଆରେ

ରଖ ତୋର ବଡ଼ପଣ।

ତୋର ଭକ୍ତ ବୋଲି ଯଦି ଦିନେ ଭାବିଥିବୁ ଏ ଦୁଃଖ ତୁ ହରିବୁ।

ବାପା ତାର ଏ ଦୋକାନ ସେ ଦୋକାନ ଖୋଜୁଥlଏ ପୁଅ ଫଟୋ ଦେଖାଇ ।

ପିଲାଟି ମୁଣ୍ଡ ବୁଲାଇ ଯାଉଥିଲା ପଡି

ସେହି ସମୟରେ ଏକ କାଳିଆ ଲୋକଟି ତାଜୁ ଆସି ଧରିଦେଲା।

ପିଲାଟି ର ମୁଖ ସେ ପୋଛିଦେଲା

ଅଜଣା ଲୋକ ଦେଖି ପିଲାଟି ଡରିଯାଉଥିଲା

ହଁ ହଁ

ତା ପରେ କଣ ହେଲା କୁହ ଦିଦି ?

ଆମେ ଶୁଣୁଛୁ ମନଦେଇ।

ସେ ପିଲା କହିଲା କାଳିଆ ଲୋକଟି 

ତୋ ମାଙ୍କ ର ମୁଁ ଚିହ୍ନାଲୋକ ।

ସେ ମତେ ତୋ ପାଖରେ ପଠେଇଲେ

ସୂଚନା କେନ୍ଦ୍ର ରେ ତା ମା ବାପା

ବଡ଼ ଆକୁଳ ରେ ପିଲାର ବୟସ 

ନାଁ କହି ତା ପଥ ଚାହିଁ ବସିଥିଲେ।

ପିଲା ଡାକ ଶୁଣି ମା ବାପା 

ହେଲେ ବହୁତ ଖୁସି 

ମା କୋଳରେ ଜଡlଇ

ବୋକ ଦେଉଥିଲା ।

ଵାପା ସlଉଁଲୁ ଥିଲେ ମୁଣ୍ଡ

ଆମକୁ କିପରି ଖୋଜିକି ପାଇଲୁ

କଣ ହୋଇଥିଲା ଧନ।

ପିଲl ଠୁ ବୁଝି ସେ କlଳିଆ ଲୋକକୁ

ଖୋଜିବାରୁ ସେ ଲୋକ ନଥିଲl l

ସେ ସ୍ତ୍ରୀ କାଳିଆ ଲୀଳା ଦେଖି

ଜୟ ଜଗନ୍ନାଥ ତୁମକୁ କୋଟି ଦଣ୍ଡବତ କହି ସେ ମlଟି କଲା

ପ୍ରଣିପାତପିଲା ତାର ବାପା ମଧ୍ୟ

ହେଲେ ଜୁହାର।

ଆଜିପlଇଁ ଏତିକି ପିଲେ

ଗପଟି ସରିଲା ସେମାନେ ଘରକୁ 

ଗଲେ ମନ ଖୁସି ରେ ଖାଇଲେ କ୍ଷୀରି 

ପୁରୀ 

ମୁଁ ଯାଇଥିଲି ତାଙ୍କ ଘର ଆଡ଼େ

ଖାଇବାକୁ ମାଗିଲି

ମତେ କିଛି ଦେଲେନି ଯେ

ମୁଁ ମନ ଦୁଃଖ ରେ ଆସିଲି ଫେରି।

ମୋ କଥା ଏତିକିଫୁଲ ଫୁଟେ କେତକୀ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational