ଏକ ହାଜର ତିରିଶ ଖ୍ରୀଷ୍ଟାବ୍ଦ
ଏକ ହାଜର ତିରିଶ ଖ୍ରୀଷ୍ଟାବ୍ଦ
ଯେଉଁ ମହାନ ଲୁଣ୍ଠନକାରୀ
ଗଜନୀର ପ୍ରଖ୍ୟାତ ଶାସକ,
ଭାରତରୁ ଧନ ରତ୍ନ ନେଲେ
ମନ୍ଦିର ଧ୍ବଂସ କରି ଅନେକ l
ହିନ୍ଦୁ ମନ୍ଦିରକୁ ଧ୍ବଂସ କରି
ପ୍ରତିଷ୍ଠା କରିଲେ ଇସଲାମ,
ଏକ ହଜାର ତିରିଶ ସାଲରେ
କରିଥିଲେ ସିଏ ଇହଧାମ l
ବହୁ ଆଶ୍ବସ୍ତି ଲାଭ କଲେ
ଉତ୍ତର ଭାରତର ଯେ ଲୋକେ,
ଭଲ ହେଲା ମାମୁଦ ମରିଗଲା
ସମସ୍ତେ କାନ୍ଦିଲେ ନିଜ ନାକେ l
ଦୁର୍ନାମ ଯେତିକି କରିଥିଲେ
ସୁନାମ ସେତିକି କରିଛନ୍ତି ,
ଶାହାନାମା ପୁସ୍ତକକୁ ରଚି
ଅମର ଆଜି ସେ ହୋଇଛନ୍ତି ।
ତାଙ୍କ ମୃତ୍ୟୁପରେ ଏହି ଦେଶ
ହୋଇଯାଇଥିଲା ସର୍ବନାଶ,
ଏଗାର ଶହ ତିରିଶରେ ତୁର୍କ ନେତା
ଅଧିକାର କଲେ ତାଙ୍କ ଦେଶ l
