STORYMIRROR

Tonish Rohidas

Children Stories Others

3  

Tonish Rohidas

Children Stories Others

ଜୀବନ ସାଥି

ଜୀବନ ସାଥି

1 min
329


ଭାବିବନି ଏଇ ମନେ ଲେଖୁଛି ଚିଠି

ତୁମ ପାଇଁ ସାଥି ଆଜି ହୋଇଛି କବି।


ତୁମ ସହର କୁ ଆସିଛି ଆଜି 

 ଥରେ ମୁଁ ଏଇ ଜିବନେ ଦେଖିବି।


ଯାହା ପାଇଁ ସପନ ମୁ ଦେଖୁ ଥିଲି ସେଇ ମୋର ପ୍ରିୟା ଆଜି ମୋ ପାଖରେ ଅଛି।


ହସ ହସ ତୁମ ଓଠର ଖୁସି ଦେଖି ଦେଲେ ସାଥି

ସତେ ଭଲ ଲାଗୁଛି।


ଋତୁ ପରେ ଋତୁ ବଦଳି ଯାଏ

 କଥା ଦିଅ ତୁମେ କେବେ ଯିବନି ବଦଳି।


ସାତ ଜନମ ର ସାଥି ହୋଇ ରହିଥିବ

ଦୁଃଖ ସୁଖରେ ମତେ ଜୀବ ନାହିଁ ଭୁଲି।


ନୀଳ ନୀଳ ଆକାଶ ର ତୁମେ ଚନ୍ଦ୍ରମାହୋଇ,

ମୋ ଆଖିରେ ତୁମେ ଥିବା ସାରା ଜୀବନ ସବୁ ସହି।


ପ୍ରେମ ନୁହେଁ ବାଲିଘର ଧୋଇ ହୋଇ ଯିବ

ଗଙ୍ଗାଜଳ ପରି ସେ ତ ପବିତ୍ର ବନ୍ଧନ ସବୁ ଦିନ ଥିବ।


ମିଛ ର କାହାଣୀ ଯିଏ କରିଥାଏ ବୋଲି।

କିଛି ଦିନ ପାଇଁ ରୁହେ ସେ ସମୟ ଦୀପବଳୀ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍