STORYMIRROR

Tonish Rohidas

Romance

3  

Tonish Rohidas

Romance

ତୁମେ ମୋର କିଏ

ତୁମେ ମୋର କିଏ

1 min
906


ଭାବୁଛି ଆଜି ତୁମେ ମୋର ସତେ କିଏ

ଲାଗୁଛ ସିନା ନିଜର ସତରେ ନୁହେଁ!!

ସ୍ୱପ୍ନରାଇଜର ତୁମେ ପରି ଟେ ତୁମେ ମୋର କଲମର କବିତା ହୋଇଛ ବୋଧେ ସେଥିପାଇଁ ତୁମକୁ ଚାହେଁ!!


ଅଜଣା ସହରେ ଘର କେମିତି ତୋଳିବି ସତରେ ପ୍ରିୟତମା ତୁମକୁ କେମିତି ପାଇବି!!

ବାଟରେ ଚାଲୁ ଚାଲୁ ଦେଖା ହୋଇ ଯାଅ ସିନା ତୁମେ ତୁମକୁ କଣ ବା ଖୋଲି କହିବି!!


ତୁମେ ସକାଳର ସୁନେଲି ଖରା ତୁମେ ସଞ୍ଜର ଧୀମି ଧୀମି ସେଇ ତାରା!!

ମଧୁର ତୁମେ ଓଠର ହସ କୋଇଲି ପରି ତୁମ ଭାଷା ମିଠା ମିଠା ସବୁ ମିଠା ଲାଗେ ତୁମ କୁସୁମ ବାସ୍ନା ଭରା!!


ତୁମେ ସତେ ଅଜଣା ହୋଇ ମଧ୍ୟ୍ୟ ଲାଗୁଛ ନିଜର କେଉଁ ଜନ୍ମର ତୁମେ ସାଥି ମୋହର!

ଆଖିରେ ତୁମ କଜଲ ଗାର ଦେଖିଲେ ଲାଗୁଛ ତୁମେ ନିଜର!!!


ବିଶ୍ୱାସର ତୁମେ ପ୍ରତୀକ କିଣି ନେଲ ମୋର ମନ

ମୁଁ ଜନ୍ମ ହୋଇଛି କି ସତେ ତୁମ ପାଇଁ ଖାଲି ଏଇ ଜୀବନ!!!


 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance