ସମ୍ବଲପୁରି କବିତା-ଶିବରାତ୍ରି
ସମ୍ବଲପୁରି କବିତା-ଶିବରାତ୍ରି


ଆସିଛେ ହୋ ଦେଖ ଶିବରାତ୍ରି
ଶିବ ମନ୍ଦିର ନେ ଲାଗିଛେ ଭିଡ଼କେତେ
ରାତି ରହେସନ ଉଜାଗର
ଜାଳି ହୋ ଦୀପ ଭକତ ସତେ ।
ମନ ଭିତରୁ କଲେ ହୋ ପୂଜା
ଶିବ ବାବା ଦେଶନ ମନ ଜାନି ବର
କୈଳାସ ପତି ସେ ଡମ୍ବରୁ ଧାରୀ
ତାଙ୍କର ପାହା ତଳେ କରଲେ
ବିନତି ନାଇଁ ଥାଏ ଡର ।
ବେଳ ପତର ସାଙ୍ଗେ ଦୁଧୁରା ଫୁଲ
ଚଡେଇ ଦେମା ଶିବ ଙ୍କର ଶିରେ
ଜପୁ ଥିଲେ ଭାଇ ଶିବ ପଂଚାକ୍ଷର
ଦୁଃଖ ବିପତ ସବୁ ଯାଏସି ଦୁରେ ।
ପାପ ଦୋଷ ଆଉ କେତେ କରବ
ଥରେ ଡାକ ଶିବ ଶଙ୍କର
ମିଛର ମାୟା ଖେଳା ହେଇ ଜିବ
ସତେ ଦୁଇ ଦିନିଆ ମନର ।
ଶିବଙ୍କର ଦୟା ଥରେ ପାଏଲେ
ମୁକ୍ତି ମିଲିଯିବା ଇ ସତେ
ଆସିଛେ ଦେଖ ଶିବରାତ୍ରି
ଚାଲ ଭାଇ ଦେମା ଦୀପ ଜାଳି ଭକତ ସତେ ।