STORYMIRROR

Balaram Barik

Children Stories

3  

Balaram Barik

Children Stories

ଯେମିତି ମଞ୍ଜି ସେମିତି ଗଛ

ଯେମିତି ମଞ୍ଜି ସେମିତି ଗଛ

1 min
231


ତୁମେ ଯଦି ଭଦ୍ର

    ତୁମ ସନ୍ତାନ ହୁଏନି ରୌଦ୍ର।

ତୁମେ ଯଦି ଶାଳୀନ

    ତୁମ ସନ୍ତାନ ହୁଏନି ମଳିନ।

ତୁମେ ଯଦି ଦୟାବାନ

     ତୁମ ସନ୍ତାନ ହେବ ଦାନୀ କର୍ଣ୍ଣ ।

ତୁମେ ଯଦି ହେବ ପରିଶ୍ରମୀ 

     ତୁମ ସନ୍ତାନ ହେବନି ଅକାମୀ।

ତୁମେ ଯଦି ହେବ ଚତୁର

    ତୁମ ସନ୍ତାନ ପାଖରେ ଉତ୍ତର।

ତୁମେ ଯଦି ହେବ ମୁନି

    ତୁମ ସନ୍ତାନ ହେବ ନିଶ୍ଚେ ଜ୍ଞାନୀ।

ତୁମ ହୋଇବ ଯଦି ସଂସ୍କାରି

    ତୁମ ସନ୍ତାନ ହେବ ତା ପୂଜାରୀ।

ତୁମେ ଯଦି ଚଢ଼ିବ ଘୋଡା 

    ତୁମ ସନ୍ତାନ ଶିଖିବ ଥୋଡା ଥୋଡା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍