STORYMIRROR

Balaram Barik

Abstract Others Children

3  

Balaram Barik

Abstract Others Children

ସମୟ

ସମୟ

1 min
224


ସମୟ ଶିଥିଳ ହେଇଯାଏ 

        ତୁମେ ଅପେକ୍ଷା କଲାବେଳେ।

ସମୟ ଦୌଡ଼ି ପଳାଇଯାଏ 

        ତୁମେ ବିଳମ୍ବ ହେଲାବେଳେ।

ସମୟ ଅତି ଭୟଙ୍କର ହୋଇଉଠେ 

        ତୁମେ ଦୁଃଖୀ ଥିଲାବେଳେ।

ସମୟ ଖୁବ ଛୋଟ ହେଇଯାଏ

       ତୁମେ ଖୁସି ହେଲାବେଳେ।

ସମୟ ମୋଟୁରୁ ସରେ ନାହିଁ।

       ତୁମେ ଯନ୍ତ୍ରଣାରେ ଜଳିଲାବେଳେ।

ସମୟ ଜମାରୁ ସରେନାହିଁ 

       ତୁମେ ବିତୃଷ୍ନ ଥିଲାବେଳେ ।

ସମୟ ଏକ ଏମିତି ଶିକ୍ଷକ

       ତୁମ ପରୀକ୍ଷା ପୂର୍ବରୁ ଫଳ ଫଳେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract