STORYMIRROR

Balaram Barik

Classics

3  

Balaram Barik

Classics

ଆପଣା ହସ୍ତେ ଜିଭ ଛେଦି

ଆପଣା ହସ୍ତେ ଜିଭ ଛେଦି

1 min
177


ସେ କହୁଥିଲା ମୋତେ ଡର ।

ଡରିଲନି ! ଶୁଣିଲନି! ମାନିଲନି!

ତାକୁ ହରେଇବାକୁ ,ଡରେଇବାକୁ ଚା ଛଣା କପଡା ଖଣ୍ଡେ ମୁହଁରେ ବାନ୍ଧିଦେଲ।


ସେ କହୁଥିଲା ମୋତେ ଡର।

ରୁଣ୍ଡ ହୁଅନି ! ଲଗା ଲଗି ହୋଇ ଠିଆ ହୁଅନି।

ତାକୁ ହରେଇବାକୁ ବାହାଦୁରୀ ଦେଖାଇ, ସାନିଟାଇଜର ହାତରେ ଘସିଲ।


ସେ କହୁଥିଲା ମୋତେ ଡର।

ବେଶୀ ବୁଲା ବୁଲି କର ନାହିଁ।

ଅଜଣା ଜାଗାକୁ ଯାଅ ନାହିଁ।

ତା ଆଖିରେ ଆଖି ମିଶେଇ ତାକୁ ଚକମା ଦେଖାଇବାକୁ, ମନ ମାନି କରିଲ।


ସେ କହୁଥିଲା ମୋତେ ଡର।

ପ୍ରଚାର ବିନା ! ମଦ ଓ କୁକୁଡ଼ା ବିନା ! ରାଲି ବିନା ଇଲେକ୍ସନ କର।

ତା କଣ୍ଟାକୁ ଦେଖି ଭୟଭୀତ ହେଲନାହିଁ ମୋଟୁରୁ, ସେ ଚାନ୍ସ ଗୋଟେ ଦେଇଥିଲା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics