ସମର
ସମର
1 min
251
ମୁହେଁ ମାସ୍କ,ହାତେ ସାନିଟାଇଜର ସାଞ୍ଜୁ
ଶାରୀରିକ ଦୂରତ୍ୱ ରୂପି ରକ୍ଷା କବଚକୁ ଘେରି
ଆସିଛି ସମର, ଆସ କରିବା ସମର।
ଔଷଧୀୟ ଗୁଣକାରୀ ପତ୍ର କାଣ୍ଡ ମୂଳକୁ
ଚୋବାଇ ଇମୁନିଟି ଦେହେ ବଢାଇବା।
ଆସିଛି ସମର ,ଆସ ମହା ସମର କରିବା।
ଘରେ ବନ୍ଦ ହେଇ ଦୁନିଆକୁ ଖୋଲିବା
କଷ୍ଟ ସମୟ ଏ ଦୁଇମୁଠା କମ୍ ଖାଇ ଚଳେଇବା।
ଆସିଛି ସମର,ଆସ କରୋନା ବିପକ୍ଷେ ଲଢ଼ିବା ।
