କର୍ମ
କର୍ମ


ତୁମକୁ ଯଦି ଲାଗୁଛି ଯେ ତୁମେ କେବଳ ହରେଇ ଚାଲିଛ...
ତେବେ ଗୋଟିଏ କଥା ମନେ ପକାଅ !
ଗଛ ପ୍ରତିବର୍ଷ ଲକ୍ଷ୍ୟ ଲକ୍ଷ୍ୟ ପତ୍ର
ହରାଇ ବସିଥାଏ !
କିନ୍ତୁ ସେମିତି ଗୋଟାଏ ଜାଗାରେ ଠିଆ ହୋଇଥାଏ
ସେ ନିରବ ଓ ନିଶ୍ଚଳ ମୂର୍ତ୍ତି ପ୍ରାୟ !
ଆଶା ପୁଣି ନବ ପଲ୍ଲବ
ଅଙ୍କୁରିତ ହେବ !
ସମ୍ଭାବନା ଆମ ଚାରି ପାଖକୁ ଘେରି ରହିଛି ଆମେ ଦେଖୁନା
ନିରାଶାଗ୍ରସ୍ତ ହୋଇଯାଉ ।ବିକାର ଭାବ ଧରୁ !
ମନେ ମନେ ଶହେ ଥର ହାରୁ
ଅଳ୍ପକେ ଜିତିବା ଆଶାରୁ
ଓହରୁ ।