ଜଂକ୍ ଫୁଡ
ଜଂକ୍ ଫୁଡ
ପିଜା, ବର୍ଗର, ଫ୍ରେଞ୍ଚ ଫ୍ରାଏଜ୍ ଓ କୋକ୍
ଆଜିକାଲି ପିଲାଙ୍କର ଏହି ସବୁ ଶୌକ୍
ଜଂକ୍ ଫୁଡର ଦୁନିଆ ଏ, ଏଠି ଏହାର ହିଁ ଚାହିଦା
ଦିନରାତି ଭୁଲି, ସମସ୍ତିଂକ ଏହି ଖାଦ୍ୟ ଖାଇବା ।
ଜନ୍ମଦିନ ହେଉ ବା' ସେ ହେଉ ବିବାହ ବାଷିର୍କ
ସାଙ୍ଗ ମିଳନ ହେଉ ବା' ସେ ହେଉ ପ୍ରେମ ସମ୍ପର୍କ
ସବୁ ଅବସରରେ ଏହାର ହିଁ ପ୍ରାଧାନ୍ୟ
ସ୍ବଳ୍ପ ପରିମାଣକୁ ଏହି ମହଙ୍ଗା ଖାଦ୍ଯ ।
ସ୍ଵାସ୍ଥ୍ୟ ସହ ଖେଳକରି କରିଥାଏ ଖର୍ଚ୍ଚ
ସ୍ଵାସ୍ଥ୍ୟ ହାନି ଘଟାଇବା ହୁଏ ସୁନିଶ୍ଚିତ
ପୀଡାର ଶିକାର ହୋଇ, ଯାଏ ଡାକ୍ତରଖାନା
ବହୁଦିନ ଧରି ହୁଏ ଚିକିତ୍ସାଧିନ ।
