Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Suchismita Behera

Action Fantasy Children

3  

Suchismita Behera

Action Fantasy Children

ସାଙ୍ଗ

ସାଙ୍ଗ

1 min
139


ରାଗରେ ହାତ ଛାଡି ଅଲଗା ଅଲଗା ହୋଇ

ମୁହଁକୁ ଏପଟ ସେପଟ କରି

ପରସ୍ପର ସହ ଲଢେଇ କରି

ପାଖରେ ଛିଡା ହେଉ ଅଲଗା ଅଲଗା ହୋଇ ।


ଏହି କିଛି କଳି ଝଗଡାର ମୁହୂର୍ତ୍ତ 

କରେ ସୁଦୃଢ ବନ୍ଧୁତାର ସମ୍ପର୍କ 

ଆଶା କରୁଥାଏ କିଛି ସୁନ୍ଦର ସମୟ

ମିଶାଇ ଦୁହିଁଙ୍କର ମନ ଓ ହୃଦୟ ।


ହାତ ଧରି ପୁଣି ମୁଣ୍ଡ ମିଳାଇ

ହସ ହସ ମୁହଁରେ ମୁହଁକୁ ମିଶାଇ

ହାତରେ ପୁଣି ହାତକୁ ଧରି

ଦୁଇ ସାଙ୍ଗ ରହୁ ପୁଣି ଏକାଠି ହୋଇ ।


Rate this content
Log in

Similar oriya poem from Action