STORYMIRROR

Anuja Behera

Abstract Tragedy Action

3  

Anuja Behera

Abstract Tragedy Action

ଅଢେଇ ଅକ୍ଷର

ଅଢେଇ ଅକ୍ଷର

1 min
162

ଅଢେଇ ଅକ୍ଷର ପ୍ରେମର ନିଶାଟା ଅଦିନେ ଲାଗଇ ମିଠା

ଠିକେ ଠିକେ କରି ପ୍ରେମ ବିରିଆନୀ କେବେ ପୁଣି ହୁଏ ଖଟା ।। 

ନ ଛୁଇଁ ପୁଣି ଦେହେ ବୋଳିଯାଏ ପ୍ରେମ ନାମ ଖାଲି ବାସ୍ନା

ମିଛଟାରେ ଖାଲି ଅମାବାସ୍ଯ ଲାଗେ ସତେ ପୂନେଇଁର ଜ୍ଯୋସ୍ନା ।। 

ସଞ୍ଜରୁ ସକାଳ ସବୁଠି ଚହଳ ମଳୟେ ପବନ ନିନ୍ଦା

ଡୁବି ଡୁବି ଯାଏ ପ୍ରେମ ସ୍ରୁତି ସବୁ ମଉଳେ ରଜନୀ ଗନ୍ଧା ।। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract