STORYMIRROR

Anuja Behera

Abstract Classics Inspirational

4  

Anuja Behera

Abstract Classics Inspirational

ଗୌରାଙ୍ଗ ପାଟଣା

ଗୌରାଙ୍ଗ ପାଟଣା

1 min
5

ଗୌରାଙ୍ଗ ପାଟଣା

ନା ଜଣେ ମୁ ହିନ ଶିବ ମହିମା 
ଗୌରାଙ୍ଗ ପାଟଣା କରେ ବର୍ଣ୍ଣନା
ପ୍ରଣିପାତ ମୋର ଦୋଷ ଥିଲେ ଦବ କ୍ଷମା

ଗ - ଗ ରେ ଗୌରୀଶଙ୍କର ଆଦ୍ୟ ସ୍ଥାୟୀ ପ୍ରଭୁ ଶ୍ରୀ ରାମେଶ୍ବର
       ମସ୍ତକେ ଚନ୍ଦ୍ରମା ଜଟା ଅଗ୍ରେ ଗଙ୍ଗା ନିର

ରା - ରା ରେ ରାମବତାରୁ ନାମ ସ୍ଥାପିତ ଯେ ରାମାୟଣରୁ
       ଦୁନିଆ ବୁକୁରୁ ଜହର ଜଞ୍ଜଳୁ ପାରିକର ମହାମେରୁ

ଙ୍ଗ - ଙ୍ଗ ରେ ଅଙ୍ଗେ ଶୋଭିତ ରୁଦ୍ରାକ୍ଷ ବିଭୂତି ସର୍ପ ନିବାସ
       ବ୍ୟାଘ୍ର ବକଳରେ ଯୋଗୀ ବେଶ ଧରି ଶ୍ମଶାନରେ କର ବାସ 

ପା - ପା ରେ ପାର୍ବତୀ ଉମା ନୀତି ଯେ ଧ୍ୟାନନ୍ତି ଶିବ ମହିମା
       ତୁମ କୃପାବଳେ ଜଗତେ ଉଡୁଛି ବାନା

ଟ - ଟ ରେ ଟଗର ମଲ୍ଲି କେତକୀ ମନ୍ଦାର ରୁଦ୍ରାକ୍ଷ ମାଳୀ
      ସଦା ଯୋଗେ ମଗ୍ନ ଧରି ହସ୍ତେ ଜପାମାଳି 

ଣା - ଣା ରେ ନାମ ମହିମା ଓମ କାର ଧ୍ୱନିର ନାହିଁ କଳ୍ପନା
       ସହସ୍ର ନାମରେ ଅନନ୍ତ ଶିବ ମହିମା


Rate this content
Log in

Similar oriya poem from Abstract