STORYMIRROR

Secret Superstar

Action Inspirational

3  

Secret Superstar

Action Inspirational

କହିବା ଆଗରୁ "ଶୁଣନା ହେ ପ୍ରିୟ " ଶୁଣିଯା ଥରେ ମୋ ପ୍ରିୟ ଭାରତୀୟ

କହିବା ଆଗରୁ "ଶୁଣନା ହେ ପ୍ରିୟ " ଶୁଣିଯା ଥରେ ମୋ ପ୍ରିୟ ଭାରତୀୟ

1 min
148

ନୁହେଁ ସଂସ୍କୃତି ନୁହେଁ ପରମ୍ପରା 

       ନା ବିରୋଧ

     ପାଶ୍ଚାତ୍ୟର ଧାରା 

   କହିବା ଆଗରୁ " ଶୁଣନା ହେ ପ୍ରିୟ "

  ଶୁଣି ଯା ଥରେ ହେ ମୋ ପ୍ରିୟ ଭାରତୀୟ ।


   ଦେବା ଆଗରୁ ଦାମୀ ଉପହାର 

       ଭୁଲିବୁନି କେବେ 

 ତୋ ରକ୍ଷା ପାଇଁ ଆଜି କାହା ସନ୍ତାନ ଉପବାସ 

  କହିବା ଆଗରୁ "ଶୁଣନା ହେ ପ୍ରିୟ " 

  ଶୁଣି ଯା ଥରେ ହେ ମୋ ପ୍ରିୟ ଭାରତୀୟ ।


ଜନମ ଜନମ ପାଇଁ କଥା ଦେବା ଆଗରୁ 

       ଭୁଲିବୁନି କେବେ 

 ତୋ ଏହି ଜନମ ପାଇଁ ତୋ ଭାଇର ବଳିଦାନକୁ 


  ପ୍ରେମର ବଳିଦାନର ମାଗିବ ଯଦି କେ ପ୍ରମାଣ 

        ନୁହେଁ ରୋମିଓ ଜୁଲିଏଟ୍

 ଆଜଦେବୁ ତୋ ପ୍ରିୟ ଭାଇର 

        ବୀର ଯବାନଙ୍କଉଦାହରଣ 

  କହିବା ଆଗରୁ "ଶୁଣନା ହେ ପ୍ରିୟ " 

  ଶୁଣିଯା ଥରେ ମୋ ପ୍ରିୟ ଭାରତୀୟ ।


(ଆଜି ର ଦିନଟି ହଁ ହଁ ଭଲପାଇବା ପାଇଁ

 ତେବେ କୁହନା ଦେଶଭକ୍ତି ଆଉ ଦେଶ ପ୍ରେମ ଠାରୁ

    ଶ୍ରେଷ୍ଠ ଭଲପାଇବା ଆଉ ମିଳିବ କାହିଁ । )


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action