STORYMIRROR

Secret Superstar

Romance

4  

Secret Superstar

Romance

ଏମିତି କାହିଁକି ହୁଏ

ଏମିତି କାହିଁକି ହୁଏ

1 min
405

ତୋ ଗୋଲାପି ଓଠ ....ଚାନ୍ଦ ପରି ମୁହଁ 

   ସେ ନୀଳ ନୀଳ ଆଖି ...

   ମିଠା ମିଠା ସପନ ସାଇତିଛି ରଖି ...

ଦେଖି ପ୍ରିୟା ଚେହେରା ତୋର ...

          ଜାଣିଲି ସତରେ ପ୍ରକୃତି କେତେ ସୁନ୍ଦର 

ଶୁଣ୍ ଦୁନିଆ ଶୁଣ୍ ଏକବାର୍ 

     ଦେଖନା ମୋ ପ୍ରିୟା ତୋ ଠୁ ସୁନ୍ଦର ...

 ମୋ ପ୍ରଂଶସା କରିବାରେ ...

           ମୋ ଓଠ କୃପଣ ସାଜେ ...

କରିବାକୁ ତୋ ପ୍ରଶଂସା ...

         ହୁଏ କାହିଁ ପାଗଲ୍ ଜେସା 

    କହ ତୁ ପ୍ରିୟା କହରେ 

    ଏମିତି କାହିଁ ହୁଏ ।।


ତୋ ମିଠା ମିଠା ସ୍ବର ...

        ସଂଗୀତ ମୋ ଗୀତର ...

ତୋ ମିଠା ଅନୁଭବ ...

         ଭାବ ମୋ କାହାଣୀର ....

ପ୍ରିୟା ହୃଦୟ ତୋର ....

       ଛୋଟ ଘର ସେ ପ୍ରେମର ...

    ସେ ପ୍ରେମରେ ମୁ ପାଗଳ

 ଶୁଣ୍ ନା ଦୁନିଆ ଏକବାର୍ ...

  ତତେ ଭଲପାଏ ମୁ ଆଜି ...ସେ ପ୍ରେମ ବି ମୋ ପ୍ରିୟା ର


 ମୋ ପ୍ରଂଶସା କରିବାରେ ...

           ମୋ ଓଠ କୃପଣ ସାଜେ ...

କରିବାକୁ ତୋ ପ୍ରଶଂସା ...

         ହୁଏ କାହିଁ ପାଗଲ୍ ଜେସା 

    କହ ତୁ ପ୍ରିୟା କହରେ 

    ଏମିତି କାହିଁ ହୁଏ ।।


 ଜାଣେ କହିବନି କେବେ ସ୍ବାର୍ଥପର ...

          ତତେ ଏ ଓଠ ମୋର ...

ଚାଲିଯାଉ ଯଦି କେବେ ତୁ ଦୂର ...

         କରି ମୋତେ ପର ...

ଚୁପ୍ ଚାପ୍ ଗୁମ୍ ସୁମ୍ ..

        ହେଇଯିବ ଓଠ 

  ପ୍ରିୟା ତୋ ବିନା ...

ତତେ କେବେ ସ୍ବାର୍ଥପର କହିପାରେନା ...

କହିବ ଯଦି ଦୁନିଆ କିଛି ...

       କହିଦେବ ଭୁଲ୍ ମୋର ସବୁକିଛି ...

 

 ମୋ ପ୍ରଂଶସା କରିବାରେ ...

           ମୋ ଓଠ କୃପଣ ସାଜେ ...

କରିବାକୁ ତୋ ପ୍ରଶଂସା ...

         ହୁଏ କାହିଁ ପାଗଲ୍ ଜେସା 

    କହ ତୁ ପ୍ରିୟା କହରେ 

    ଏମିତି କାହିଁ ହୁଏ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance