Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Romance Action Classics

3  

Satyanarayan Sahoo

Romance Action Classics

ଚୁଲବୁଲି

ଚୁଲବୁଲି

1 min
172



ରୂପେଲି ଆଗୋ

ତୁମେ କେତେ ଚୁଲବୁଲି

ହସୁ ଥାଅ ଖିଲ ଖିଲି ।

ନାଚୁ ଥାଅ ଝିଲ ମିଲି

ତୁମେ ଆଗୋ ରୂପେଲି

 ନାନା ପ୍ରେମ ଗୀତ ଗାଇ

ଜୀବନ କାହାଣୀ କହି

ପ୍ରେମ ଅନୁରାଗେ କିଣି

ତୁମ ବଙ୍କିମ ଚାହାଣି ।

କେତେ ପ୍ରେମିକ ଛାତି

ନିତି ଦିଅଇ କରତି ।

ତୁମେ ଆଗୋ ରୂପେଲି

ହସୁ ଥାଅ ଖିଲ ଖିଲି 

ହସିଲେ ନିଖିଳ ବିଶ୍ବ

ହସି ଉଠେ ପରିବେଶ ।

ସତେ କି ସୁନ୍ଦର ରୂପ 

ଲାବଣ୍ୟ ତରଙ୍ଗେ ଲମ୍ଫ ।

ଦିଏ ହୁଏ ଅନୁମାନ

ତୁମରି ଶୋଭା ସୁଷମ ।


Rate this content
Log in

Similar oriya poem from Romance