STORYMIRROR

Balaram Barik

Others

3  

Balaram Barik

Others

ମାସ୍କ

ମାସ୍କ

1 min
218

ଏ ଚିତ୍ର କାହାକୁ ହସାଉ ଥିବ।

ମୋତେ କନ୍ଦାଉଛି।

କାହା ପାଟିରେ ପଶୁନି ତାକୁ 

ମାକ୍ସ ଅବା ମାସ୍ କହୁଛି।

ସେ ଗୋରୀ ବୁଢୀକୁ ଦେଖ 

ତା କାନିକୁ ଆଣି ନାକରେ 

ଗୁଞ୍ଜି ଚାପି କରି ଧରିଛି।

ପୋଲିସ ନାକ ଓ ପାଟି ବନ୍ଦ 

ନକଲେ ଗୋଡେଇ ପିଟିବ କହିଛି।

ଡାକବାଜି ଯନ୍ତ୍ର ବାଜୁଛି 

ନିଜ ସୁରକ୍ଷା ନିଜ ହାତରେ କୁହା ଯାଉଛି।

ଦେଶେ ଇଲେକ୍ସନ ରାଲି ଚାଲିଛି।

ବଡ଼ ଲୋକ ପାଶେ ଭେଣ୍ଟିଲେଟର 

ଗରିବ ଆଉଟ ଡୋରରେ ପଡିଛି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍