STORYMIRROR

Sunanda Mohanty

Abstract Tragedy Fantasy

3  

Sunanda Mohanty

Abstract Tragedy Fantasy

ନିଦାଘ

ନିଦାଘ

1 min
167


ଗ୍ରୀଷ୍ମର ନିଦାଘ ବଡ ଦାରୁଣ

ପଥିକ ପଥରେ ଖୋଜେ କାରଣ

ଗଛ ଛାଇ ତଳେ ଶୋଷ ପୁରଣ

ଛତା ଜୋତା ପାଖିଆ ସକାରାଣ

ନିଦାଘ ପ୍ରଚଣ୍ଡ ରଉଦ୍ର ତାପ ବାରଣ

ଖରା ଦିଏ ଅଶେଷ ଦାରୁଣ

ଅଂଶୁଘାତ ନିଏ ପଥିକ ପରାଣ

ଖରା ଗରମରେ ସବୁ ଅକାରଣ

ମୌସୁମୀକୁ ଚାହିଁ ବିସ୍ଫୋରଣ

କାଳ ବୈଶାଖୀ ବଢାଏ ନିଦାଘ କାରଣ

ମୌସୁମୀକୁ ଚାହିଁଥାଏ ଏ ପ୍ରାଣ

ଶୀତଳ ଲାଗିବ ନିଦାଘ ନହେବ କରୁଣ

ନିଦାଘ କାଳ ବଡ କଷଣ

ନିଦାଘ ସମୟେ ଗୃହେ ରହିବା ଜାଣ

ଚନ୍ଦନ ପୋଖରୀରେ ଚାପ ଖେଳନ୍ତି ମଦନ

ନରେନ୍ଦ୍ରରେ ଖେଳନ୍ତି ଚାପ ଜଗମୋହନ

ନିଦାଘ ରୁ ରକ୍ଷାପାଇବାକୁ, ଚାପ ନିରାକରଣ

ମଣିଷ ଚାହିଁଛି ମୌସୁମୀ ଆସିବ ଦୂରେଇ ଦାରୁଣ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract