STORYMIRROR

BIJAY KUMAR GHADEI

Children

3  

BIJAY KUMAR GHADEI

Children

ଆସରେ ପଢିବା ଇତିହାସ

ଆସରେ ପଢିବା ଇତିହାସ

1 min
235


 

    ଆସରେ ପଢିବା ଇତିହାସ

ଭାରତର ପୂର୍ବ     ଗୌରବ ଗାରିମା

    ପଢିକି ବୁଝିବା ଶିଳାନ୍ୟାସ ।।


    ଆସରେ ପଢିବା ଇତିହାସ

ଇଂରେଜ ଶାସନ    ଭାରତୀୟ ଗାଥା

    ଲୁଚିଅଛି ଯେତେ ଅବଶେଷ ।।

 

    ଆସରେ ପଢିବା ଇତିହାସ

ଭାରତ ସଂସ୍କୃତି      କାରୁ କାର୍ଯ୍ୟମାନ

    ଯାହା ଅଛି ରହି ଲିପିବଦ୍ଧ ।।


&nb

sp;    ଆସରେ ପଢିବା ଇତିହାସ

ରାଜା ଅମଳିଆ     ପ୍ରଜାସେବା ଵିଧି

    ଯେତେ ସବୁ ପ୍ରଥା ଅନୁଜାତ ।।


    ଆସରେ ପଢିବା ଇତିହାସ

ବୁଝିବା ଯେଉଁଠି      ଏକତାର ମୂଲ୍ୟ

    ପ୍ରଗତି ପାଇଁରେ ଆବଶ୍ୟକ ।।    


    ଆସରେ ପଢିବା ଇତିହାସ

ଯାହା ଯୋଗାଇବ     ପ୍ରେରଣା ଆମକୁ

  ଦେଶସ୍ଵାର୍ଥ ଲାଗି ନିଶ୍ଚିତ ।।



Rate this content
Log in

Similar oriya poem from Children