STORYMIRROR

BIJAY KUMAR GHADEI

Children

3  

BIJAY KUMAR GHADEI

Children

ଆମେ ଟିକି ଟିକି ତାରା

ଆମେ ଟିକି ଟିକି ତାରା

1 min
245

ଆମେ ସବୁ ଟିକି ଟିକି ତାରା

ସ୍ନେହ ପ୍ରେମ ମମତାରେ ଭରା ।।


ଆମେ ସବୁ ଫୁଲ କଢି

ରାମ ରାଜ୍ୟ ଦେବା ଗଢି ।।


ଆମେ ପୋଖରୀର ପଦ୍ମ

କେବେ ବେଶ ନ ରଖିବା ଛଦ୍ମ ।।


ଆମେ ପାରିଜାତ ପୁଷ୍ପ

ମେଣ୍ଟାଇବୁ ଆମେ ଅନ୍ୟର ଶୁଷ୍କ ।।


ଦୁନିଆ ଦିଏ ଆମକୁ ଭାରି ସମ୍ମାନ

ଆମେ କାହାକୁ କରିବୁନି ଅପମାନ ।।


ପାଉ ଆମେ ବହୁ ଆଦର ସମ୍ମାନ

ପୂଜିବୁ ଆମେ ବୟୋଜେଷ୍ଠ ଗୁରୁଜନ ।।


ଆମେ ହିଁ କାଲିର ଭବିଷ୍ୟ 

ଆମେ ବଦଳାଇବୁ ଦେଶକୁ ଅବଶ୍ୟ ।।



Rate this content
Log in

Similar oriya poem from Children