STORYMIRROR

BIJAY KUMAR GHADEI

Abstract Tragedy Fantasy

3  

BIJAY KUMAR GHADEI

Abstract Tragedy Fantasy

ଗୁଣ୍ଡୁଚିମୂଷା

ଗୁଣ୍ଡୁଚିମୂଷା

1 min
176

ଭାରି ଭଲ ଲାଗେ ଗୁଣ୍ଡୁଚିମୂଷାର ଚଗଲାମୀ

କୁନି ପିଲା ଭଳି ଡେଇଁବା, ନାଚିବା 

ଆଉ ଅଝଟଙ୍କ ପରି ଲାଙ୍ଗୁଡ଼କୁ ହଲାଇ

ଦୁରକୁ ଦୌଡ଼ି ଦୌଡ଼ି ଚାଲିଯିବା ।।


ପାଖରେ ଆସି ସୁନ୍ଦର ସ୍ୱରରେ ଗୀତ ଗାଇବା

ଚଣା ଜାତୀୟ ଖାଦ୍ୟକୁ 

ନିଜର ମୁନିଅ ଦାନ୍ତ ଦ୍ୱାରା ଛଡାଇ ଖାଇବା

ତା ସହ ଚୋରାଇ କରି ଖାଇବା ।।


ଲୁଚି ଲୁଚି ଆସି ନିରୀହ ଭଳି ବସିରହିବା

ସମୟ ଓ ସୁଯୋଗ ଦେଖି ବାଦାମ ନେଇ ସୁଖୁଥିବା 

ମଞ୍ଜି ଗୁଡିକୁ ଧରି ଗଛ ଉପରକୁ ଉଠିଯିବା 

ଆଉ ମନ ଲଗାଇ ତାକୁ ଚୋପା ଛଡାଇ ଖାଇବା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract