STORYMIRROR

Tonish Rohidas

Others

3  

Tonish Rohidas

Others

ସାହିତ୍ୟ ମୋ ଜୀବନ

ସାହିତ୍ୟ ମୋ ଜୀବନ

1 min
219



ଲେଖୁଛି ଲେଖୁଥିବୀ ସଦା କବିତା ମୋ ସାହିତ୍ୟ ଭାଷା

ଜୀବନ ର ପ୍ରତିଟି ମୁହୂର୍ତ ଲେଖେ ସାହିତ୍ୟ ପ୍ରତି ଅଛି ମୋର ଆଶା ।


ଜୀବନ ବାଟରେ କେତେ ଯେ ଝଡ଼ ବୈଶାଖୀ ତଥାପି ହାରେନି

ନୂଆ ସକାଳ ର ସେଇ ସୁରୁଜ ହୋଇ

ଦୁନିଆ ରେ ଦିନେ ରହିବି କି ଜାଣିନି ।


ଯେତେ ଲେଖିଲେ ମଧ୍ୟ କଲମ ସତେ ଆଉ ଯେ ରହୁନି

ଚାରି ପାଖରେ ଯାହା ଦେଖେ ମୋ ଆଖି ଲେଖି ବସେ କେବେ ସେ ସରେନି ।

<

br>

କୁହୁ କୁହୁ କରେ କୋଇଲି ସତେ

ଗୀତ ଯେ ମଧୁର ବାଣୀ

ହସେ ଆଜି ଦେଖ ମୋ ପରିବେଶ ଧନ୍ୟ ହୋଇ ଯାଏ ମା ଧରଣୀ ।


ଯୁଗେ ଯୁଗେ ଲେଖା ହୋଇଛି କେତେ ପୂରଣ ପୋଥି ସେଇ କାହାଣୀ

ଜ୍ଞାନ ବଳେ ସଫଳ ହୁଏ ସେ ଲେଖା ଅଛି ସାଧୁ ବାଣୀ ।


ପ୍ରେମ ମୟ ଏଇ ସଂସାରେ ସାର ସତ୍ୟ ଧର୍ମ ର ହୋଇଛି କେତେ ଯେ ଲଢେଇ

ମିଛ କୁହେ ଯିଏ ଅସତ୍ୟ ବାଟରେ ଯାଇ ।



Rate this content
Log in