STORYMIRROR

Tonish Rohidas

Others

4  

Tonish Rohidas

Others

ମରି ଜିମି ସାଥି

ମରି ଜିମି ସାଥି

1 min
215

ମରିଯିମି 

ଇ ଗାଁ ଇ ଘର ସବୁ ଭୁଲି ଜିମି ଯେବେ ଯିବା ମୋର ଜୀବନ 

ମନେ ରଖି ଥିବୁ ତୁଇ ସଜନୀ...

ଦୁଃଖ ଭରା ମୋର ଜୀବନ ନେ ଲୋ ତୁଇ ଆସି ପାଏଲୁ

କେତେ ଦୁଃଖ ଯାନୀ ଯାନୀ...!!


ଇ ଦୁନିଆଁ ଇ ସହର ମତେ କରି ଦେଲା ନ ପର 

ମୁଇଁ ଜିମି କୀ ମରମୀ ନାଇଁ ଯାନୀ... 

ହସବାର କାନ୍ଦବାର ସବୁ ଭୁଲି ଗଲି ମୋର ନିଜର 

ମନର ବେଦନା କାହାକେ କହେମି ନାଇଁ ପାରୁଛେ ଯାନୀ...!!


   କଥା ଭାବି ଭାବି ମୁଇଁ କାନ୍ଧୁଛେ ସବୁ ବେଳେ 

ଏନ୍ତା କିସମତ ମୋର ଅଛେ ବଲି ଯାନୀ ନାଇଁ ଥିଲି...

ଜୀବନ ବାଟେ ସତେ ମୁଇଁ ଚାଲୁଛେ ଲୋ ବାଟ 

କିଏ ଯାନୀ ଥିଲା ଆଖିର ପାନୀ ଏନ୍ତା ଝରିଯିବା ବଲି...!!


   ଇଁ ଧୋକା ବାଜ ଦୁନିଆ ନେ ମୋର ନାଇଁ ନ କିଛି ଆଏଜ ସବୁ ଛାଡି ଦେଲି ତୋର ଲାଗି ରେ ସାଥି...

ମରୁଛେ ମୁଇଁ ସତେ ଜଳି ଜଳି ଲୁହୁର ସାଗରେ 

ଦେଖୁଛୁ କୀ ନାଇଁ ସାଥି...!!



ଧଡକୀ ଯାଉଛେ ଛାତିର କଳଯା ଛାଡି ଯାଉଛେ ଜୀବନ...

କେତେ ଦୁଃଖ ଦେବୁରେ ବିଧାତା ନାଇଁ ଭରୁଛେ ତୋର ମନ...!!


Rate this content
Log in