STORYMIRROR

Tonish Rohidas

Children

3  

Tonish Rohidas

Children

ହୋଲି ରେ ହୋଲି

ହୋଲି ରେ ହୋଲି

1 min
256

ଭାବୁ ଥିଲି ଦିନେ ତୁମକୁ ନିଜର ବୋଲି

ଆଜି ବୁଝି ଗଲି ତୁମେ ସେଇ ହୋଲି ରଙ୍ଗ ପରି ଫିକା ହୋଇ ଗଲା ଯେବେ ଧୋଇ ଦେଲି

ଫଗୁନ ମାସର ତୁମେ ମୋ ଗୋଲାପ କଢି ଫୁଲ ଫୁଟିଛ କି ଯିବନି କଅଲି

ମଧୁମାଛି ମାରି ମୁ ଯେ ଉଡ଼ା ପାଖି ଟେ ତୁମ ପାଖୁଡା କୁ ନୀତି ଖୋଜିଲି

ତୁମେ କେଉଁ ରାଇଜ ର ରାଣୀ ଟେ ସତେ କି ହୀରାମୋତି ରେ ଗଢ଼ା ସତେ

ଲାଗୁଛ ବୋଲି ନିଜର ତୁମେ ତୁମକୁ ମନ ଦେଲି ପର କରିଦେବ ନାହିଁ ମତେ

ତୁମ ପ୍ରେମ ମୋ ଦୁନିଆ ସାଜିବ

ତୁମେ ସାଥିରେ ଆସିଲେ ମୋ ଜୀବନ ହସିବ..

କଥା କହୁ କହୁ ପ୍ରେମ ରଙ୍ଗ ଲାଗିଲା ତୁମ ଆଉ ମୋର ମନ ମିଶିଗଲା ଏବେ ଦୁନିଆ ଦେଖିବ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children