STORYMIRROR

Subhashree Acharya

Classics Others Children

3  

Subhashree Acharya

Classics Others Children

ଛୋଟ ପିଲାଟିଏ ମୁହିଁ

ଛୋଟ ପିଲାଟିଏ ମୁହିଁ

1 min
358

ଛୋଟ ପିଲାଟିଏ ମୁହିଁ

ଦୁଃଖୀ ରଂକିଙ୍କର ସେବା କରିବାକୁୁ

ମୋତେ ବଳ ଦିିିିଅ ହେ ଗୋସାଇଁ ।


ଛୋଟ ପିଲାଟିଏ ମୁହିଁ

ଗଛ ରୋପିିିିବାର ଇଚ୍ଛାକୁ ମୋହର

ସଫଳ କରାଅ ହେ ଗୋସାଇଁ ।


ଛୋଟ ପିଲାଟିଏ ମୁହିଁ

ଭଲ କାମ କରି ଯଶ ରଖିବାକୁ

ପଥଟି ବତାଅ ହେ ଗୋସାଇଁ ।


ଛୋଟ ପିଲାଟିଏ ମୁହିଁ

ତୁମ୍ଭେ କୃପା କଲେ ଏ ସବୁ କାମରେ

ସିଦ୍ଧି ଲଭିବି ମୁଁ ହେ ଗୋସାଇଁ ।


Rate this content
Log in

Similar oriya poem from Classics