STORYMIRROR

Subhashree Acharya

Children

3  

Subhashree Acharya

Children

ନାରୀ

ନାରୀ

1 min
313

ସୃଷ୍ଟିର ଜନନୀ  

ଆଦ୍ୟା ଚିରନ୍ତନୀ  

ସଂସାର ପାଳନକର୍ତ୍ତୀ  

ମାତା ଧାତ୍ରୀ ଜାୟା ଦୁହିତା ଭଗିନୀ  

ସର୍ବ ରୂପେ ସର୍ବ କ୍ଷେତ୍ରେ ସ୍ଥିତି ତାର  

ଅନିନ୍ଦିତା ।

କିଏ ବା ନ ଲୋଡେ ତାରେ  

ସେ ଯେ ନାରୀ ବରେଣ୍ୟ ବନ୍ଦିତା ।



Rate this content
Log in

Similar oriya poem from Children