ଛୋଟ ପିଲାଟିଏ ମୁହିଁ ଛୋଟ ପିଲାଟିଏ ମୁହିଁ
ମନେପଡେ ଯେତେ ବେଳେ ଅଧର ଭିଜଇ ଆଜାଣତେ କାଇଁ, ଧାର ଧାର ଅଶ୍ରୁ ଜଳେ || ମନେପଡେ ଯେତେ ବେଳେ ଅଧର ଭିଜଇ ଆଜାଣତେ କାଇଁ, ଧାର ଧାର ଅଶ୍ରୁ ଜଳେ ||
ପେଟ ତା’ ଲାଗିଚି ପିଠିରେ ପଡ଼ିନି ଆହାର ହାଡ଼ ଗୋଟିଗୋଟି ଗଣି ହେଉଅଛି ତାହାର ଆଖିରେ ଲେନ୍ଧୁଆ ମୁହଁଟା ଦିଶୁଚି ଶୁଖିଲା ପେଟ ତା’ ଲାଗିଚି ପିଠିରେ ପଡ଼ିନି ଆହାର ହାଡ଼ ଗୋଟିଗୋଟି ଗଣି ହେଉଅଛି ତାହାର ଆଖିରେ ଲେନ୍ଧୁଆ ମ...