STORYMIRROR

Sunanda Mohanty

Romance Action Others

3  

Sunanda Mohanty

Romance Action Others

ପ୍ରିୟତମା

ପ୍ରିୟତମା

1 min
190

ତୁମ ସଜମଲ୍ଲିଫୁଲ ଗଜରାରେ 

ଜୀବନ ନଉକା ବହିବାରେ 

ଚନ୍ଦନ ତୁଳସୀ ମହକେ ମହକି 

ସନ୍ଧ୍ୟାବତୀ ହାତେ ଚଉରାମୂଳେ 

ସଂସାର ଅସାର ଭାବନା କାରେ 

ମୁଁ ସପନ ବଣିକ ତୁମେ ମୋ ମାଣିକ 

ଦୁଃଖ ଆଉ ସୁଖ ଦୁଇ ନାଆ ରେ 

ସତ ମୁଁ କହୁଛି ଦେହ ବି ଛୁଉଁଛି 

ତୁମ ଅବଗୁଣ୍ଠନ ଭିତରେ ସଉଦା କରେ 

ଜୀବନଟା ଲାଗେ ଜୀବନ୍ତ ଜୀବନ୍ତ 

ତୁମେ ଥିଲେ ପାଶେ ଚଲା ପଥରେ 

ନିଝୁମ ରାତିରେ ଅବା ଅନ୍ଧକାରରେ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance