Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dipti lekha Mishra

Romance

2  

Dipti lekha Mishra

Romance

ପ୍ରେମର ସତୀତ୍ବ

ପ୍ରେମର ସତୀତ୍ବ

1 min
2.8K


ଫୁଲକୁ ଭଅଁର ଖୋଜିବା ଭଳି

ମୁଁ ଖୋଜେ ତୁମକୁ ନିତି

ତୁମେ ଦିନେ ମୋତେ ନୀରବେ

ଖୋଜିଛ କି କୁହ ତୁମ ପ୍ରୀତି ॥


ତୁମେ ଖୋଜିବା ନ ଖୋଜିବା ଫରକ

ମୋତେ କେବେ ପଡିନାହିଁ

ଅନୁପସ୍ଥିତି ତୁମ ଭାରି କଷ୍ଟ ଦିଏ ମୋତେ

ଏ କଥା କି ଜଣାନାହିଁ ।


ତୁମ ସହ ମୋର ଭାବ ବଢିଚାଲୁ

ତୁମେ ହୁଅ ମୋ ଭବିଷ୍ଯତ

ସାତ ଜନମ ମୁଁ ତୁମ ସହ ବିତାଇବି

ତୁମ ହାତରେ ଥାଉ ମୋ ହାତ ॥


Rate this content
Log in

Similar oriya poem from Romance