Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manoj Manmay

Romance

3  

Manoj Manmay

Romance

ପ୍ରେମ

ପ୍ରେମ

1 min
173


ପ୍ରେମ ବିନ୍ଦୁପରି ଛୋଟ ଏକ ଶବ୍ଦଟିଏ,

ତାର ବୃତ୍ତପରି ବିଶାଳ ପରିଧି;

ପ୍ରେମ ଲୁହପରି ସାମୟିକ ଟୋପାଟିଏ

ତାର ଆଖିପରି ଅୟୁତ ଅବଧି ।


ପ୍ରେମ ପାଇଁ ଆଖିବୁଜା ବିଶ୍ୱାସ

ହୋଇପାରେ ସଂଜୀବନୀ

ଆଖିଦେଖା ଶାସନ ଅନୁଶାସନ ବି

ପ୍ରେମର ସର୍ବଅଉଷଧି ।


ଆଜିକାଲି ପ୍ରେମରେ ଖାଲି ଥିବ

କଞ୍ଚା ବିଶ୍ୱାସ ର ବହଳ ବହଳ ଚୋପା

ତେବେ ପ୍ରେମ ମିଠାଫଳ

ଯଦି ଟିକେ ସନ୍ଦେହ କି ଆକଟ କରିଲ

ତେବେ ହେବ ମହାକାଳ ।


ଆଜିକାଲି ସମସ୍ତଙ୍କୁ ଆଖିବୁଜି

ଅନ୍ଧାରୁଆ ବିଶ୍ଵାସ ହିଁ ପସନ୍ଦ,

ଯଦି ଟିକେ ଆଲୁଅ ଖୋଜିଲ

ତେବେ ପ୍ରେମରୁ ହୋଇଯିବ ବାସନ୍ଦ ।


Rate this content
Log in

Similar oriya poem from Romance