STORYMIRROR

Neelima Nivedita Behera

Romance

2  

Neelima Nivedita Behera

Romance

ପ୍ରେମ ଜମା ପାପ ନୁହେଁ

ପ୍ରେମ ଜମା ପାପ ନୁହେଁ

1 min
2.5K


ପ୍ରେମ ଜମା ପାପ ନୁହେଁ

ଖାଲି ଗୋଟେ ସନ୍ତାପ

ଥିଲାବେଳେ

ତାରକସି କୁଟକମ ଦିଆ ସୁନ୍ଦର ଗପ

ଗଲାପରେ… ?


ଧେତ୍ !

ଯାଏନା ସେ କେବେ

ବଦଳାଉ ଆମେ ସର୍ତ୍ତ

ନିଜ ଅଭିମାନେ

ନଇଲେ ଦୋଷ ଦେଉ ଅପରକୁ

ମୁହଁ ମୋଡୁ

ମନ ଆଇନାରେ... !


Rate this content
Log in

Similar oriya poem from Romance