STORYMIRROR

Akshayakumar Dash

Fantasy Others Children

3  

Akshayakumar Dash

Fantasy Others Children

ପିଲା ମାନେ

ପିଲା ମାନେ

1 min
160

ମନଟି ତୁମ ନିର୍ମଳ ଜଳ

ଛନ୍ଦ କପଟ ନାହିଁ

ଆକାଶ ଦେହେ ପକ୍ଷୀଟି ପରି

ଉଡ଼ଇ କାହିଁ କାହିଁ।


କିଏବା ତୁମ ନୁହଁନ୍ତି ପର

ନିଜର କରି ଦ୍ଦେବ 

ବନ ପାହାଡ ଝରଣା କୂଳ

ଆନନ୍ଦେ ବୁଲୁଥବ।


କାହାକୁ ଦେଖି ଦେଉଛ ଲେଖି

କବିତା ହେଲେ ମନ 

ବଡ ହେବାକୁ ଧାଏନି ମନ

ତୁମେ ଅମାପ ଧନ।


ସାହସ ବଡ ଫୁଲର କଢ଼

ନିଆଁକୁ ଧରେ ହାତ 

ଆଶାର ଜ୍ୟୋତି ଝଲସି ମୋତି

ସୁରୁଜ ପରଭାତ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Fantasy