STORYMIRROR

Disambar Meher

Abstract Romance Others

2  

Disambar Meher

Abstract Romance Others

ପହେଲା ଚିଠି

ପହେଲା ଚିଠି

1 min
281


ଚିଠି କେନ୍ତା ଲେଖସନ୍

କେନ୍ ଶବଦ୍ ନୁ ମୁଲ୍ କରସନ଼

କିଛି ନାଇଁ ଜାନିଥାଇ

କିଛି ଭାବି ନାଇଁ ପାରୁଥାଇ ।


ମନେ ଜୁଟଲା ଗୁଟେ ଶବଦ୍

ହେ ପ୍ରିୟା !

ସେ ଶବଦ୍ ନୁ ତାର୍ ତକ୍

ଖୋବ୍ ଦୁର୍ ବାଟ୍

ମକେ ପହଁଚବାର୍ ଅଛେ 

ଶବଦ୍ ନୁ ତାର୍ ଦୁରୁଦ୍ ତକ୍ ।



Rate this content
Log in

Similar oriya poem from Abstract