"ଓମିକ୍ରନ୍"
"ଓମିକ୍ରନ୍"
ଜୀବନ ଅଛିତ ରହିବ ରୋଗ
ସୁଖ ଦୁଃଖ ତ ଦୁଇଟି ଭୋଗ ।
ସଂସାରେ ଗ୍ରାସିଛି ଏହାର ଭୟ
ବର୍ତ୍ତିବେ କିପରି ଏହାହିଁ ଲୟ ।
ଜୀବାଣୁ କୁ ଆଜି ମଣିଷ ଡରୁଛି
ନିଜ ଲୋକଠୁ ଦୂରେଇ ଯାଉଛି ।
ନୂଆ ନୂଆ ନାମେ ଉଭା ତ ହଉଛି
ପ୍ରକୋପ ତାର ତଳ ଉପର ଘଟୁଛି ।
ଟିକା ଅଭିଯାନ ଚାଲିଛି ପରା
ବିଲୋପ ପାଇଁ ପ୍ରୟାସ ପରା ।
ମଣିଷ ଜୀବନ ପାଇଛେ ପରା
ସମୟ ସହିତ ଚାଲିବା ପରା ।
