Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Brundabana Pradhan

Tragedy

3  

Brundabana Pradhan

Tragedy

ସୁପର୍ ପାୱାର୍

ସୁପର୍ ପାୱାର୍

1 min
124


ସେମାନେ ଭିନ୍ନ ମଣିଷ 

ଭିନ୍ନ ଏକ ଜଗତ ର 

ଭିନ୍ନ ଚରିତ୍ର ର 

ନାଁ ତାଙ୍କୁ କଥା କହିହୁଏ 

ନା ତାଙ୍କ କଥା ଶୁଣିହୁଏ

ବୁଝି ହୁଏନି ସେମାନଙ୍କୁ 

ସେମାନେ ସମାଜ ର 

କୃଷ୍ଣ କେଶବ ହର୍ତ୍ତା କର୍ତ୍ତା ବିଧାତା। 

ତାଙ୍କରି କଥାରେ 

ଏ ଜଗତ ପରିଚାଳିତ

ଅନ୍ୟ ସମସ୍ତେ ତୁଚ୍ଛ

କେତେଯେ ଶୋଷିତ ହୁଅନ୍ତି 

ତାଙ୍କରି ଟିକିଏ ଇସାରା ରେ 

କେତେ ନାରୀ ସ୍ୱର୍ଗୀୟ ସୁଖ 

ପାଇବା ଆଶାରେ କେବଳ

ହୁଅନ୍ତି ସଦା ଲୁଣ୍ଠିତ 

ଏ ଜଗତେ ସୁପର୍ ପାୱାର୍ 

ମଣିଷ ମାନଙ୍କ ର ଚକ୍ରବ୍ୟୁହ ରେ 

କେତେ ଯେ ଅଭିମନ୍ୟୁ 

ଛଟପଟ ହେଉଛନ୍ତି 

ତାର ତ କଳନା ନାହିଁ।


Rate this content
Log in

Similar oriya poem from Tragedy