Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Basanti Pattnaik

Action Inspirational

4  

Basanti Pattnaik

Action Inspirational

ଜୀବନ ପକ୍ଷ

ଜୀବନ ପକ୍ଷ

1 min
377


   ଅନ୍ଧାର ଆଲୋକ ଦୁଇଟି ପକ୍ଷ

   ପାପ ପୂଣିୟ ର ମିଳିତ ବକ୍ଷ

   ସୁଖ ଦୁଃଖ ତ ଦୁଇଟି ଛାଇ

   ଏହାକୁ ନେଇ ତ ଜୀବନ ନ‌ଇ।


    ଜୀବନ ରାସ୍ତା ଟା ଭାରି କଠିନ

    ଉଠା ପକା ତ ଏହାର ନାମ

    ଉଠି ପଡ଼ି ଯେ ରାସ୍ତା ଚଲ‌ଇ

     ସଂଘର୍ଷ ଭିତରେ ବୁଦ୍ଧି ଶିଖ‌ଇ ।


     ଜୀବନ ନ‌ଇଟା ଅଟେ ଟଳମଳ

     ସହି ସମ୍ଭାଳି ସବୁ ପ୍ରକାରେ ପାଦ

    ସତ୍ୟ ଅସତ୍ୟ ଯେ ଦୁଇଟି ଦେଶା

     ଭଲରେ ବୁଝ ନ ହୁଅ ଅଭୁଜା ।


    ଅଗ୍ନି ଜଳ ବାୟୁ ପୃଥିବୀ ଆକାଶ

    ଏହାକୁ ନେଇ ଯେ ଆମେରେ ଜୀବ

    ଜୀବ ର ମହତ୍ତ୍ଵ ଭଲରେ ବୁଝ

    ଚିନ୍ତା କରନାହିଁ ଅନ୍ୟ ର ଅନିଷ୍ଟ ।


    ସତ୍ୟ ର ପଥ ତ କଣ୍ଟକମୟ

    ଫଳ ଯେ ପାଇବ ଅମୃତ ସମ

    ଅସତ୍ୟ ର ପଥ ଅଟେ ସହଜ

    ଜୀବନ କୁ କରେ ନର୍କ ମୟ ।

   

    ମଣିଷ ଜନମ ପାଇଛୁ ଆମେ

     ଭଲ କର୍ମ ତ କରିବା ସର୍ବେ

     ମିଛ ମାୟା ଭରା ଏହି ସଂସାର

     ସତ୍ୟ କୁ ଆବୋରି ଆଗେଇ ଚାଲ।

      

   


Rate this content
Log in

Similar oriya poem from Action