STORYMIRROR

Maitreyee Kamila

Thriller Others

3  

Maitreyee Kamila

Thriller Others

ନିଜକୁ ନିରୋଗ ରଖିଶ

ନିଜକୁ ନିରୋଗ ରଖିଶ

1 min
11.6K

ନିଜକୁ ନିରୋଗ ରଖିବାର ମନ୍ତ୍ର

ଜାଣିବାର ଇଛା ପୁଣି ପାଳନ ଯେ କରେ

ପୁରାତନ କାଳେ ମାନି ଆସୁଥିଲେ ଋଷି ମୁନି ଗଣ

ଯୋଗ ସାଧନା ହି ମୂଳ ମନ୍ତ୍ର ଜାଣ


ବ୍ରାହ୍ମ ମୁହୂର୍ତ୍ତ ଟି ସଦା ଯୋଗ ପାଇଁ ଦେବା

ନିଜ ପାଇଁ ନିଜେ ଯତ୍ନବାନ ହେବା


ସବୁ ରୋଗ ର ଔଷଧ ତା ଠାରେ ଅଛି

ଯୋଗ ବଳେ ନିଜକୁ ଯେ ସମ୍ଭାଳିଛି


ଉଷାରାଣୀ ବିରାଜିଲେ ପୂରୁବ ଦିଗରେ

ଯୋଗ କରି ଆମେ ସବୁ ରହିବା ସୁସ୍ଥରେ


ଆସ ଆଜି ମିଳିମିଶି ପଣ ନେବା

ନିଜେ ସୁସ୍ଥ ହୋଇ ପରିବାର ହସାଇବା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Thriller