Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binata Mohanta

Abstract

3  

Binata Mohanta

Abstract

ନୀଳକଣ୍ଠୀ

ନୀଳକଣ୍ଠୀ

1 min
191


ଘୋଟି ଆସେ କଳା ମେଘ ଯେବେ ଆକାଶେ

ଝଲସି ଉଠେ ଧରାବକ୍ଷ ବିଜୁଳିର ପ୍ରକାଶେ


ନୀଳକଣ୍ଠୀ ନାଚେ ଧିରେ ପୁଚ୍ଛକୁ ହଲାଇ

ପ୍ରିୟାକୁ ଲୁଭାଏ ସୁନ୍ଦର ଚନ୍ଦ୍ରିକା ଦେଖାଇ


ଶରୀର ତା ଘନ ନୀଳ ପୁଚ୍ଛ ନାନା ରଙ୍ଗର

ସବୁ ରଙ୍ଗ ଏକତ୍ରିତ କରି ବୋଲାଏ ମୟୁର


କଳା ବାଦଲ ଯେବେ ଆକାଶରେ ଦିଶେ

ପୁଚ୍ଛ ମେଲି ଆନନ୍ଦେ ନୃତ୍ୟ କରେ ହରଶେ


ଶୁଷ୍କ ଧରାକୁ ତୃପ୍ତ କରାଏ ଆଷାଢ଼ ଶ୍ରାବଣ 

ନାଚି ଖେଳି ବରଷାକୁ କେକୀ ଦିଏ ନିମନ୍ତ୍ରଣ ।



Rate this content
Log in

Similar oriya poem from Abstract