STORYMIRROR

Ajayakumar Mohanty

Tragedy

3  

Ajayakumar Mohanty

Tragedy

ନିଛାଟିଆ କୋଳାହଳ

ନିଛାଟିଆ କୋଳାହଳ

1 min
209


ଅଶାନ୍ତି ନିଆଁରେ ଜଳୁଛି ଏ ମନ 

ନିଛାଟିଆ ଲାଗେ ସବୁ କୋଳାହଳ 

ନିପାରିଲା ପଣିଆର ଅବଶୋଷ 

ବାରମ୍ବାର ଧିକ୍କାର କରିଚାଲେ 

ପ୍ରଶ୍ନ ପରେ ପ୍ରଶ୍ନ ନିଜକୁ ପଚାରେ 

ଅତୀତକୁ ବିଶ୍ଳେଷଣ କରେ 

ଜୀବନରେ ଭୁଲ ଠିକ୍ ର ହିସାବ 

କାହିଁକି କିଛି ମୁଁ କରିପାରିଲିନି 

ସାହସ କରିବାକୁ ଡରିଲି କାହିଁକି 

କର୍ମଭୀରୁ ହୋଇ ରହିଗଲି ଜୀବନ ତମାମ 

ଆଉ ଏ ବୟସର ଅପରହ୍ନେ 

କଣ ବା କରିବାକୁ ବାକିଅଛି 

ସମ୍ପୂର୍ଣ୍ଣ ପରାସ୍ତ ସୈନିକ ମୁଁ 

ଦୁଇ ହାତ ଟେକି ଦେଇ ଶରଣ ମାଗୁଛି 

ତ୍ରାହି କର ମୋତେ ମହାବାହୁ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy