ଖୋଜୁଛୁ ତୁଛାରେ ନାହିଁ ତୋ ପାଖରେ ଆଉ କାହା ପାଖେ ବନ୍ଦୀ ପ୍ରେମ ଗଭୀରତା ବୁଝିବା ଆଗରୁ ହେଇଛି କା'ପ୍ରେମେ ଛନ୍ଦି ।। ଖୋଜୁଛୁ ତୁଛାରେ ନାହିଁ ତୋ ପାଖରେ ଆଉ କାହା ପାଖେ ବନ୍ଦୀ ପ୍ରେମ ଗଭୀରତା ବୁଝିବା ଆଗରୁ ହେଇଛ...
ପ୍ରଶ୍ନ ପରେ ପ୍ରଶ୍ନ ନିଜକୁ ପଚାରେ ଅତୀତକୁ ବିଶ୍ଳେଷଣ କରେ ପ୍ରଶ୍ନ ପରେ ପ୍ରଶ୍ନ ନିଜକୁ ପଚାରେ ଅତୀତକୁ ବିଶ୍ଳେଷଣ କରେ
ଶ୍ରାବଣର ଲମ୍ବା ଝଡ ଧୋଇ ପାରେ ନାହିଁ ମଣିଷ ହୃଦୟୁ କଳଙ୍କ ଶିଉଳି ମନରୁ ମଇଳା । ଶ୍ରାବଣର ଲମ୍ବା ଝଡ ଧୋଇ ପାରେ ନାହିଁ ମଣିଷ ହୃଦୟୁ କଳଙ୍କ ଶିଉଳି ମନରୁ ମଇଳା ।
ହିଂସା ମନୋଭାବ ମୋର ପର ହିଂସା ପରଶ୍ରୀ କାତରତା ପର ଦ୍ରବ୍ୟ ଦେଖି । ହିଂସା ମନୋଭାବ ମୋର ପର ହିଂସା ପରଶ୍ରୀ କାତରତା ପର ଦ୍ରବ୍ୟ ଦେଖି ।