STORYMIRROR

Sushantkumar Pradhan

Others

2  

Sushantkumar Pradhan

Others

ସାକ୍ଷୀ ତୋ ନିଆରାପ୍ରେମ

ସାକ୍ଷୀ ତୋ ନିଆରାପ୍ରେମ

1 min
13.6K


ଖୋଜୁଛୁ ତୁଛାରେ ନାହିଁ ତୋ ପାଖରେ 

ଆଉ କାହା ପାଖେ ବନ୍ଦୀ 

ପ୍ରେମ ଗଭୀରତା ବୁଝିବା ଆଗରୁ 

ହେଇଛି କା'ପ୍ରେମେ ଛନ୍ଦି ।।

ଘୁଂଚି ଘୁଂଚି ଯାଏ ତୋ'ଠୁ ନଜର 

ପାରୁନି ତୋତେ ସେ ଦେଖି 

ଆଉ କାହା ସୁଖ ପାଇଁ ଦେଇ ଦୁଃଖ 

ପାରିଲାନି କଥା ରଖି ।।

ବୁଝି କି ଅବୁଝା ହୁଅ ନାହିଁ ଧନ 

ଚାଲିଥିଲା ମିଛ ପ୍ରେମ 

ଛଳନା ନିଆଁରେ ସୁନା ହେଲା ଚୁନା 

ସାକ୍ଷୀ ତୋ ନିଆରା ପ୍ରେମ ।।


  ସୁଶାନ୍ତ ପ୍ରଧାନ 

   ବଂଧହୁଡା 

ନରସିଂହପୁର କଟକ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍