Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajayakumar Mohanty

Inspirational

3  

Ajayakumar Mohanty

Inspirational

ମାତୃପଦ ବନ୍ଦନା

ମାତୃପଦ ବନ୍ଦନା

1 min
227


ମାତୃପଦ ବନ୍ଦନା କର ବାରେ 

ପୂଜିବା ପାଦରେ ତାର ଭକତି ଭରେ। 


ସ୍ନେହମୟୀ ଜନନୀ ମୋ 

ଶକ୍ତି ପ୍ରଦାୟିନୀ ।


ପୂଣ୍ୟମୟୀ ମାତୃଭୂମି 

ଦୁଃଖ ନିବାରିଣି ।


ଡାକିଲା ଭଳି ଡାକିଲେ 

ତା ଅଭୟ ଝରେ ।


ଜନନୀ ମୋ ଜନ୍ମଭୂମି ସଦା ସୁଶୋଭିନି 

ସବୁଜ ପ୍ରାନ୍ତର ଘେରା ସୁଷମା ମଣ୍ଡିନି ।


ଅମୃତ ବରଷି ଦିଏ ଚାହିଁଲେ ଥରେ

ବରାଭୟ ଦାୟିନୀ ମା ବୀର ପ୍ରସବିନୀ ।


ବିଦ୍ୟା ବୁଦ୍ଧି କୌଶଳରେ ବିଶ୍ୱ ବିଜୟିନୀ 

ଶରଣ ନେଲେ ଚରଣେ କ୍ଳେଶ ଯେ ସରେ ।


Rate this content
Log in

Similar oriya poem from Inspirational