STORYMIRROR

ପବିତ୍ର ବେହେରା , ସମ୍ବଲପୁର

Classics Others Children

4  

ପବିତ୍ର ବେହେରା , ସମ୍ବଲପୁର

Classics Others Children

ମୁଁ ଶିଶୁ

ମୁଁ ଶିଶୁ

1 min
289

ଶିଶୁ ମୁଁ ନଜାଣଇ ଭଲ ମନ୍ଦ,

ନଥାଏ ମୋ ପାଶେ କପଟ ଛନ୍ଦ ।।

ଆଜି ଶିଶୁ ବଡ଼ ହେବି ମୁଁ କାଲି,

ଦୁନିଆଁ ସାଥେ ପାଦେ ଯିବି ଚାଲି ।।

ଗଢିବି ଖୁସିରେ ନୂଆ ସମାଜ,

ହସ ଖୁସିରେ କରିବି ମଉଜ ।।

ଆସରେ ପିଲେ ଶିଘ୍ର ଆସ ଧାଇଁ,

କିଛି ଭଲ କାମ କରିବା ପାଇଁ ।।

ଜୀବନ ପଛେ ଯିବରେ ଆମର

ରଖିବା ସମ୍ମାନ ଆମ ମାଟିର ।।

ଭାଇ ଭଉଣୀ ଅତୁଟ ବନ୍ଧନେ,

ଏକତାରେ ରହିବା ସବୁଦିନେ ।।



Rate this content
Log in

Similar oriya poem from Classics